ରାଜନେତ୍ରୀଙ୍କ Tik Tok ଭିଡିଓ ଭାଇରାଲ
ହରିୟାଣ() ନିର୍ବାଚନରେ ବିଜେପିରୁ ଟିକଟକ୍ ଷ୍ଟାର ସୋନାଲି ଫୋଗାଟ୍ ଆଦମପୁର ବିଧାନସଭା ଆସନରେ ନିର୍ବାଚନ ଲଢ଼ୁଥିଲେ। ଏହି ଆସନରେ କଂଗ୍ରେସରୁ କୁଲଦୀପ ବିଷ୍ଣୋଇ ନିର୍ବାଚନ ଲଢ଼ୁଥିଲେ। ସୋନାଲି ଓ କୁଲଦୀପଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା। ଶେଷରେ ବିରାଟ ଭୋଟ୍ ବ୍ୟବଧାନରେ ସୋନାଲି…
