ଏହି ଭୟଙ୍କର ରୋଗରେ ପିଡୀତ ହୋଇଛନ୍ତି ସୋନମ
ମୁମ୍ବାଇ() ସିନେମା ଜଗତର ଲିଜେଣ୍ଡ ସୁପରଷ୍ଟାର ଅନୀଲ କପୁରଙ୍କ ଝିଅ ସୋନମ ତାଙ୍କ ଯୁବା ଅବସ୍ଥାରୁ ମଧୁମେହର ଶିକାର ହୋଇଛନ୍ତି।
୨୦୧୮ରେ ସୋନମଙ୍କୁ ମଧୁମେହ ଅତ୍ୟଧିକ ବଢିଯାଇଥିଲା। କିନ୍ତୁ ଯୋଗ, ବ୍ୟାୟାମ ଏବଂ ସଠିକ୍ ଆହାର ଦ୍ବାରା ସେ ଏହି ରୋଗର ନିୟନ୍ତ୍ରଣ କରିବାରେ ସକ୍ଷମ…