ସିରିଜ ଏନକାଉଣ୍ଟର୍ : ୩ ଆତଙ୍କୀ ନିହତ
ଶ୍ରୀନଗର: ଦକ୍ଷିଣ କାଶ୍ମୀରରେ ସିରିଜ ଏନକାଉଣ୍ଟର। ଶୋପିଆଁରେ ଚାଲିଥିବା ଏନ୍କାଉଣ୍ଟର୍ରେ ଏପର୍ଯ୍ୟନ୍ତ ଅନ୍ୟୂନ ୩ଜଣ ଅପରିଚିତ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୨ଜଣ ଯବାନ ଆହତ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଓ ଶୋପିଆଁ ଜିଲ୍ଲାରେ ଆତଙ୍କବାଦୀ ଓ ମିଳିତ!-->…
