ଓଡ଼ିଶାର ୩ ଜିଲ୍ଲାରେ ସୋରୋ ସର୍ଭେ
ଭୁବନେଶ୍ୱର: କେତେଜଣଙ୍କ ନିକଟରେ ପହଞ୍ଚିଛି କରୋନା ଭାଇରସ ତାହା ଜାଣିବା ଲାଗି ଆରମ୍ଭ ହେବ ସୋରୋ ସର୍ଭେ । ଏନେଇ ଗତକାଲି ସୂଚନା ଦିଆଯାଇଥିଲା । ତେବେ ଦେଶରେ ୭୦ ଓ ଓଡ଼ିଶାର ୩ ଜିଲ୍ଲାରେ ହେବ ଏହି ସର୍ଭେ । ରାୟଗଡ଼ା, ଗଞ୍ଜାମ ଓ କୋରାପୁଟରେ ହେବ ସୋରୋ ସର୍ଭେ । ଜୁନ୍ ୧୬, ୧୭ରୁ ଆରମ୍ଭ ହୋଇ!-->…