ପ୍ରେମ ପାଇଁ ପତ୍ନୀଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ଥିଲେ ସୈାରଭ
ସୈାରଭ ଗାଙ୍ଗୁଲି ଏକ ଉଚ୍ଚକୋଟୀର ବ୍ୟାଟସମ୍ୟାନ ଥିଲେ କିନ୍ତୁ ବୋଲିଂରେ ବି ସେ କମ୍ ନଥିଲେ। ତାଙ୍କୁ ଟିମରେ ଦାଦା କହି ଡକାଯାଉଥିଲା। କ୍ରିକେଟ ବ୍ୟତୀତ ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ଖୁବ୍ ଚର୍ଚ୍ଚାରେ ଥିଲା। ଏକ ଅଭିନେତ୍ରୀଙ୍କ ପାଇଁ ପତ୍ନୀଙ୍କୁ ଛାଡ଼ିବାକୁ ମଧ୍ୟ ପ୍ରସ୍ତୁତ ଥିଲେ ସେ।…
