ଆଇକନ ଅଫ୍ ଗୋଲ୍ଡେନ ଜୁବଲି ଆୱାର୍ଡରେ ସମ୍ମାନିତ ହେବେ ଏହି ଅଭିନେତା
ମୁମ୍ବାଇ() ଆଇକନ ଅଫ୍ ଗୋଲ୍ଡେନ ଜୁବଲି ଆୱାର୍ଡରେ ସମ୍ମାନିତ ହେବେ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତ ଫିଲ୍ମ କ୍ୟାରିଅରର ଆରମ୍ଭ ୧୯୭୫ରେ ତାମିଲ ଫିଲ୍ମ ଅପୂର୍ବ ରାଙ୍ଗଗଲରୁ କରିଥିଲେ। ରଜନୀକାନ୍ତଙ୍କୁ ତାଙ୍କ କଳା ପାଇଁ ୨୦୦୦ରେ ପଦ୍ମଭୂଷଣ ଏବଂ ୨୦୧୬ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ…
