ଏଣିକି ଚାଷୀଙ୍କୁ ମୋବାଇଲ୍ରେ ମିଳିବ ପରାମର୍ଶ
ଭୁବନେଶ୍ବର () ରୋଗପୋକ ଆକ୍ରମଣର ଶିକାର ହେଉଥିବା ଚାଷୀଙ୍କ ପାଇଁ ଖୁସି ଖବର । ଏଣିକି ସ୍ବତନ୍ତ୍ର ମୋବାଇଲ ଆପ ଜରିଆରେ ସେମାନେ ରୋକପୋକ ଆକ୍ରମଣରୁ ନିଜ ଫସଲକୁ ସୁରକ୍ଷା ଦେଇପାରିବେ । ଏହି ଆପ ଜରିଆରେ ଚାଷୀ ଓ କ୍ଷେତ୍ର କର୍ମଚାରୀ ଫସଲରେ ଲାଗିଥିବା ରୋଗପୋକର ଫଟୋ ଉଠାଇ ସିଧାସଳଖ…
