କିଛି ସମୟରେ ସ୍ୱଦେଶ ଫେରିବେ ଅଭିନନ୍ଦନ
ଭାରତର ବୀର ପୁତ୍ର ଅଭିନନ୍ଦନ ବର୍ଦ୍ଧମାନ ଆଉ କିଛି ସମୟ ପରେ ଭାରତ ଫେରିବେ । ଅଭିନନ୍ଦନଙ୍କୁ ସ୍ୱାଗତ କରିବା ପାଇଁ ସାରା ଦେଶବାସୀ ଉତ୍ସାହିତ ହୋଇପଡ଼ିଛନ୍ତି । ଲୋକେ ହାତରେ ତ୍ରିରଙ୍ଗା ଧରି ସୀମାରେ ପହଞ୍ଚିଛନ୍ତି ।
ସେପଟେ ସୀମାରେ ଆଇଆଲର୍ଟ କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…