ଏମାସ ଶେଷରେ ଝାରସୁଗୁଡ଼ାରୁ ଦିଲ୍ଲୀକୁ ଉଡ଼ିବ ବିମାନ
ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ସିଧାସଳଖ ଦିଲ୍ଲୀକୁ ଉଡ଼ିବ ସ୍ପାଇସ୍ ଜେଟ୍ର ବିମାନ। ସେହିଦିନଠାରୁ ପ୍ରତ୍ୟେକ ଦିନ ଏହା ଦିଲ୍ଲୀ ଓ ଝାରସୁଗୁଡ଼ା ମଧ୍ୟରେ ଚଳାଚଳ କରିବ। ଏହି ବିମାନ ଦିଲ୍ଲୀରୁ ଅପରାହ୍ଣ ଗୋଟାଏ ୫୦ରେ ଉଡ଼ାଣ ଆରମ୍ଭ କରିବ ଓ ଝାରସୁଗୁଡାରେ ୩ଟା ୫୦ରେ ପହଞ୍ଚିବ। ତା’ପରେ ୪ଟା ୨୫ରେ…