ଗୋଲ କିପରରୁ ଷ୍ଟ୍ରାଇକର ନବୀନ
ଭୁବନେଶ୍ବର () ଆଜି ଠାରୁ ଆରମ୍ଭ ହେଲା ସ୍ପୋର୍ଟ ଲିଟିରେରି ଫେଷ୍ଟିଭାଲ 2018 । ଇମରଜିଙ୍ଗ ସ୍ପୋର୍ଟ ଓ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବିଭାଗର ମିଳିତ ଉଦ୍ୟମରେ ଏଭଳି ଏକ ମେଗା କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି। ଦେଶ ବିଦେଶର ଅନେକ କ୍ରୀଡା ତାରକା ଏହି ଫେଷ୍ଟିଭାଲରେ ଯୋଗ…