Odia News Portal
Browsing Tag

Sputnik V on May 1

ପହିଲାରେ ଋଷିଆରୁ ଆସିବ ସ୍ପୁଟନିକ୍-ଭି ଟିକା

ମସ୍କୋ:ଆଗାମୀ ମେ’ ୧ ତାରିଖରୁ ଭାରତରେ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ  କରୋନା ଟିକାକରଣ । ଟିକାକରଣ ନେଇ ଏକ ଖୁସି ଖବର ଆସିଛି । କୋଭିଡ-19 ବିରୋଧରେ ଋଷିଆର ସ୍ପୁଟନିକ୍-ଭି ଟିକାକୁ ଭାରତ ମେ ୧ ରେ ପ୍ରଥମ ବ୍ୟାଚ୍ ଗ୍ରହଣ କରିବ ବୋଲି ଋଷିଆର ପ୍ରତ୍ୟକ୍ଷ ନିବେଶ ପାଣ୍ଠିର ମୁଖ୍ୟ କିରିଲ୍…