ପରଟାରେ ଜଗନ୍ନାଥଙ୍କ ଦର୍ଶନ
ବ୍ରହ୍ମବରଦା() ସୁଦସା ବ୍ରତରେ ପରଟା ମଧ୍ୟରେ ଜଗନ୍ନାଥ ଆବିର୍ଭାବ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁସାରେ, ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଦଡିହ ପଞ୍ଚାୟତର ଭଗବଗୀପୁର ଗ୍ରାମରେ ଏହି ଘଟଣାଟି ଘଟିଛି । ପରଟା ତିଆରି କରୁଥିବା ସମୟରେ ପରଟାକୁ ନେଉଟାଇଥିବା…
