ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର
ପୁରୀ() ଆସନ୍ତା ୨୬ରେ ସୂର୍ୟ୍ୟ ପରାଗ । ଆଜି ରାତି ତମାମ ଶ୍ରୀମନ୍ଦିର ଖୋଲାରହିବ ଓ ମହାପ୍ରଭୁଙ୍କ ଦର୍ଶନ ମିଳିବ । ଆଜି ରାତି ୮ ଟା ୨୦ମିନିଟ୍ରେ ପାକତ୍ୟାଗ ଓ ଦେବନୀତି ନିଷେଧ ହେବ । ଆସନ୍ତାକାଲି ସକାଳ ୮ ଟା ୨୦ ମିନିଟ୍ ୮ ସେକେଣ୍ଡରେ ସୂର୍ୟ୍ୟ ପରାଗ ସ୍ପର୍ଶ କରିବ । ୧୧ ଟା ୩୦ମିନିଟ୍ରେ…
