ଆରମ୍ଭରୁ ନୀତି ବିଭ୍ରାଟ
ଆଜିଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହୋଇଥିବା ବେଳେ ଆରମ୍ଭରୁ ନୀତି ବିଭ୍ରାଟ ଦେଖାଦେଇଛି। ପାଳିଆ ପୁରସ୍କାରକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗ ଭିତରେ ଚାଲିଥିବା ବିବାଦର ସିଧାସଳଖ ପ୍ରଭାବ ଆଜି ପହିଲି ଭୋଗରେ ପଡ଼ିଛି। ଯେଉଁଥିପାଇଁ ରାତି ୩ଟାରେ ହେବାକୁ ଥିବା…
