ଶ୍ରୀମନ୍ଦିର ଫଟୋ ଭାଇରାଲ ନେଇ ତନାଘନା
କଡ଼ା କଟକଣା ଏବଂ ପ୍ରଶାସନର କଡ଼ା ସୁରକ୍ଷା ସତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେଉଥିବା ନଜର ଆସୁଛି । ଆଜି ପୁଣି ଥରେ ଶ୍ରୀମନ୍ଦିର ଭିତରେ ଥିବା କୋଇଲି ବୈକୁଣ୍ଠର ଫଟୋ ସୋସିଆଲ୍ ମିଡ଼ିଆରେ ଘୁରି ବୁଲୁଛି । ଭାଇରାଲ କରିଛନ୍ତି ଗୁଜୁରାତର ଜଣେ ପର୍ୟ୍ୟଟକ । ପର୍ୟ୍ୟଟକଜଣଙ୍କ…