କାଲି ପାଟକୁରା ଫଳ
କେନ୍ଦ୍ରାପଡ଼ା() ଆସନ୍ତାକାଲି ପାଟକୁରା ବିଧାନସଭା ଆସନର ଭୋଟ ଗଣତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ୟ୍ୟାାୟ ପହଁଚି ସାରିଛି । ମୋଟ ୧୮ଟି ରାଉଣ୍ଡରେ ଭୋଟ ଗଣତି ହେବ। ଏଥିପାଇଁ ୧୮ଟି ଟେବୁଲ ବ୍ୟବସ୍ଥା କରାଯାଇଛି ।
ମୋଟ ୧୨ ପ୍ଲାଟୁନ୍…