‘ଫୋନି’ ଭୟରେ ୧୧ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତରିତ
ଭୁବନେଶ୍ବର () ଭୟଙ୍କର ରୂପରେ ଫନି ଓଡିଶା ଉପକୂଳକୁ ମାଡି ଆସୁଥିବାରୁ ରାଜ୍ୟ ସରକାର ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ବିପଦ ଶଙ୍କୁଳ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । 15ଟି ଉପକୂଳ ଜିଲ୍ଲାରେ 11 ଲକ୍ଷ 54 ହଜାର 475 ଜଣ ଲୋକଙ୍କୁ…