ଭେଣ୍ଟିଲେଟରରେ ସୁବାସ ଚୌହାନ
ଭୁବନେଶ୍ୱର() ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧକ୍ଷ ତଥା ବିଜେଡି ନେତା ସୁବାସ ଚୌହାନ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାରେ ଭେଣ୍ଟିଲେଟରରେ ରହିଛନ୍ତି । ତାଙ୍କୁ ପ୍ରଥମେ ଆଇସିୟୁରେ ରଖାଯାଇଥିଲା ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ…