ସୁବାଷ ହେଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ
ଭୁବନେଶ୍ବର () ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଲା । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦକୁ ନେଇ ଦୀର୍ଘ ଦିନ ଧରି ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା । ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଦିଗରୁ ବିଚାର କରି ସୁବାଷ ଚୌହାନଙ୍କୁ ବିକାଶ ପରିଷଦର ଅଧ୍ୟକ୍ଷ କରିଛନ୍ତି…