ରାଜ୍ୟରେ କରୋନାକୁ ନେଇ ତୃତୀୟ ଦିନର ତଥ୍ୟ ଦେଲେ ବାଗଚୀ
ଭୁବନେଶ୍ୱର() ଗତ ତିନି ଦିନ ପରି ଆଜି ମଧ୍ୟ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କିତ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ।
ସେ କହିଛନ୍ତି କରୋନା ନେଇ କୌଣସି ଅବହେଳାର ପ୍ରଶ୍ନ ଉଠୁନି । ଆଜି ସୁଦ୍ଧା କରୋନା ୧୬୭ଟି ଦେଶକୁ ବ୍ୟାପିଛି । କରୋନାରେ…
