ଜି ନ୍ୟୁଜର ୨୮ କର୍ମଚାରୀ କରୋନାରେ ଆକ୍ରାନ୍ତ
ନୂଆଦିଲ୍ଲୀ() ଜି ନ୍ୟୁଜର ୨୮ କର୍ମଚାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜି ନ୍ୟୁଜ ଚିପ୍ ଏଡିଟର ସୁଧିର ଚୌଧୂରି । କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନକୁ ପଠାଯାଇଛି । ଏହାସହ ଜି ନ୍ୟୁଜ ଓ ଷ୍ଟୁଡିଓ ସିଲ କରାଯାଇଛି ବୋଲି କହିଛନ୍ତି ସୁଧିର ।…