Odia News Portal
Browsing Tag

SUjya narayan patra

ଦୈନିକ ସାଢେ ୪ଘଣ୍ଟା ଗୃହ କାର୍ଯ୍ୟ ଚାଲିବ

ଭୁବନେଶ୍ୱର() ଷୋଡ଼ଶ ବିଧାନସଭାର ଚତୁର୍ଥ ଅଧିବେଶନ ଲାଗି ଶୁକ୍ରବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦୈନିକ ସାଢେ ୪ଘଣ୍ଟା ଗୃହ କାର୍ଯ୍ୟ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୨୯ ତାରିଖ…

ଆଇସୋଲେସନରେ ବାଚସ୍ପତି ସୂର୍ୟ୍ୟ ପାତ୍ର

ଭୁବନେଶ୍ୱର() ହୋମ୍‌ ଆଇସୋଲେସନରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ବାଚସ୍ପତିଙ୍କ କାର୍ୟ୍ୟାଳୟର ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରେ ଆଇସୋଲେସନକୁ ଯାଇଛନ୍ତି ସୂର୍ୟ୍ୟନାରାୟଣ ପାତ୍ର । ବାଚସ୍ପତିଙ୍କ କାର୍ୟ୍ୟାଳୟର ୪ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଏମ୍‌ସରେ…

ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର() ବିଧାନସଭା ଅଧିବେଶନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତି କହିଛନ୍ତି ଯେ, ବିଧାନସଭା ବସିବାର ୨ ଦିନ ଆଗରୁ ଆୟୋଜି କ୍ୟାମ୍ପରେ ସ୍ୱାବ ଟେଷ୍ଟ କରାଯିବ । ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ ।…