Odia News Portal
Browsing Tag

Sum

ସମରେ କୋଭାକ୍ସିନ୍‌ର ମାନବୀୟ ପରୀକ୍ଷଣ ଆରମ୍ଭ

ଭୁବନେଶ୍ୱର () ସମ୍ ହସ୍‌ପିଟାଲ୍‌ରେ କରୋନା ଭାକସିନ୍ କୋଭାକ୍ସିନ୍‌ର ମାନବୀୟ ପରୀକ୍ଷଣ ଆରମ୍ଭ ହୋଇଛି ।  ସମରେ ହ୍ୟୁମାନ ଟ୍ରାଏଲରେ ଅନେକ ସ୍ୱେସ୍ଥାସେବୀ ଅଂଶଗ୍ରହଣ କରିଥିଲେ । ସମ ହସ୍ପିଟାଲରେ କୋଭିଡ ୧୯ ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ ବେଳେ ସ୍ୱେଚ୍ଛାସେବୀମାନଙ୍କର ସ୍ୱାସ୍ଥ୍ୟ…

ସମ୍ ହସପିଟାଲର ସଫଳତା, ସୁସ୍ଥ ହେଲେ ୭୦% ପୋଡ଼ି ହୋଇଯାଇଥିବା ମହିଳା

ଭୁବନେଶ୍ୱର() ରୋଷେଇ ସମୟରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିବା ଯୋଗୁଁ ଜଣେ ମହିଳାଙ୍କର ଶରୀରର ୭୦ ପ୍ରତିଶତ ପୋଡି ହୋଇଯାଇଥିଲେ ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରି ଘରକୁ ଫେରାଇବାର ସଫଳ ହୋଇଛି ଆଇଏମଏସ ଆଣ୍ଡ ସମ୍ ହସପିଟାଲ୍ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)…

ସମରେ କୋଭିଡ-୧୯ ଭ୍ୟାକସିନ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର() କୋଭିଡ୍-୧୯  ଭ୍ୟାକସିନ ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ୍ ଟୁ ବି ୟୁନିଭର୍ସିିଟି) ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍ରେ ସୋମବାର ଆରମ୍ଭ ହୋଇଛି । ଭାରତର ପ୍ରଥମ କୋଭିଡି-୧୯ ଭ୍ୟାକ୍ସିନର…

ମାନବ ପରୀକ୍ଷଣ ପାଇଁ ସମ ହସ୍ପିଟାଲ ପ୍ରସ୍ତୁତ

ଭୁବନେଶ୍ୱର() କୋଭାକ୍ସିନର ମାନବ ପରୀକ୍ଷଣ ପାଇଁ ଭୁବନେଶ୍ୱରସ୍ଥ ସମ ହସ୍ପିଟାଲ ପ୍ରସ୍ତୁତ ଥିବା ଜଣାଯାଇଛି । ଏନେଇ ଡିପାର୍ଟମେଣ୍ଟ ଅଫ କମୁ୍ୟନିଟି ମେଡିସିନ ଲ୍ୟାବ ଉଦଘାଟିତ ହୋଇଯାଇଛି । ବୁଧବାର ଠାରୁ ମାନବ ପରୀକ୍ଷଣ ଆରମ୍ଭ ହେବା ନେଇ ସମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।…

ସମରେ ହେବ କୋଭିଡ-୧୯ ଭାଇରସର ଜେନୋମିକ ଗବେଷଣା

ଭୁବନେଶ୍ୱର()ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚୁ୍ୟଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲରେ କୋଭିଡ-୧୯ ମହାମାରୀର ସଂକ୍ରମଣର ଢ଼ାଂଚାକୁ ଅଧିକ ଗଭୀର ଭାବେ ବୁଝିବା ନିମନ୍ତେ ଗବେଷଣା ଆରମ୍ଭ ହୋଇଛି । କାଉନସିଲ ଅଫ ସାଇନ୍ଟିଫିକ୍ ଆଣ୍ଡ…

ସମରେ ହେବ କୋଭଡି-୧୯ଭ୍ୟାକସିନ୍‌ର ପରୀକ୍ଷଣ

ଭୁବନେଶ୍ୱର()  ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଓଡ଼ିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍‌କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ…

ସମର ସଫଳତା: କରୋନା ଓ ଅନ୍ୟ ଦୁଃସାଧ୍ୟ ରୋଗରୁ ସୁସ୍ଥ ହେଲେ ମହିଳା

ଭୁବନେଶ୍ୱର() କରୋନା ଏବଂ ଦୁଃସାଧ୍ୟ ବ୍ୟାଧିରୁ ସୁସ୍ଥ ହୋଇ ଘରକୁ ଫେରିଲେ ମହିଳା । ସମ୍ କୋଭିଡ ହସ୍ପିଟାଲର ଡାକ୍ତରମାନଙ୍କ ନିରବିଚ୍ଛିନ୍ନ ସେବା ଓ ଆପ୍ରାଣ ଉଦ୍ୟମ ଫଳରେ ନୂଆ ଜୀବନ ପାଇଛନ୍ତି କରୋନା ତଥା ଏକ ବିରଳ ରୋଗର ଶିକାର ହୋଇଥିବା ଜଣେ ମହିଳା । ୪୦ ବର୍ଷିୟା ଏହି ମହିଳା ଜଣକ ସ୍ଥାନୀୟ…

ଉଦାହରଣ ସୃଷ୍ଟି କଲା ସମ ଅଲଟିମେଟ ମେଡିକେଆର

ଭୁବନେଶ୍ବର() କରୋନା ମହାମାରୀ ସମୟରେ ଗୁରୁତର ଅବସ୍ଥାରେ  ଥାଇ   ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରେ ବିଫଳ ହୋଇଥିବା ଜଣେ 66 ବର୍ଷୀୟ ବ୍ୟକ୍ତି ସମ ଅଲ୍ଲଟିମେଟ ମେଡିକେଆର ରେ  ଚିକିତ୍ସିତ ହେବା ପରେ ସୁସ୍ଥ ହୋଇପାରିଛନ୍ତି । ନିମୋନିଆ ଓ ସେପ୍ଟିସେମିଆ ରୋଗରେ ପୀଡିତ ହେମନ୍ତ କୁମାର…

ସମ ଅଲଟିମେଟ ହସ୍ପିଟାଲର ବଡ଼ ସଫଳତା

ଭୁବନେଶ୍ୱର ()ଜଟିଳ ଜୀବନ ରକ୍ଷାକାରି ପ୍ରକ୍ରିୟାରେ ସମ ଅଲଟିମେଟ ମେଡିକେଆର ହସ୍ପିଟାଲ ର ଡାକ୍ତର ସଫଳତାର ସହ 4 ବର୍ଷ ଝିଅର ଶ୍ୱାସନଳୀ ରେ ଅଟକି ଥିବା ହୁଇସିଲ କାଢ଼ିବାରେ ସକ୍ଷମ ହୋଇପାରିଛନ୍ତି । ସୋନପୁର ଅଂଚଳର ମିନୁ ମିଶ୍ର ନାମକ ଶିଶୁ କନ୍ୟାଟି ହୁଇସିଲ ସହିତ ଖେଳୁଥିବା ବେଳେ…