ସ୍ତ୍ରୀକୁ ମାରି ବାଡ଼ି ପଟେ ପୋତି ଦେଇଥିଲା ସ୍ୱାମୀ
ସୁନ୍ଦରଗଡ଼: ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଲାଗିଲା ରକ୍ତର ଛିଟା | ସ୍ୱାମୀ ଘଟାଇଲା ଜଘନ୍ୟ କାଣ୍ଡ । ନିଜ ସ୍ତ୍ରୀକୁ ମାରି ବାଡ଼ି ପଟେ ପୋତି ଦେଇଥିଲା ସ୍ୱାମୀ। ଗାଁ ଲୋକେ ସନ୍ଦେହରେ ପଚରାପଚରି କରିବାରୁ ଶେଷରେ ୪ ଦିନ ପରେ ସତ ଓଗାଳିଛି ପତ୍ନୀହନ୍ତା ସ୍ୱାମୀ । ଏପରି ଲୋମହର୍ଷକ ଘଟଣା!-->…