୨୨ ବର୍ଷ ପୂର୍ବର ଭୁଲ ପାଇଁ ଜରିମାନା
୨୨ ବର୍ଷ ପୂର୍ବର ଏକ ଭୁଲ ପାଇଁ ଅଡୁଆରେ ପଡ଼ିଛନ୍ତି ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ କରିଶ୍ମା କପୁର। ଫିଲ୍ମ ‘ବଜରଙ୍ଗ’ ସୁଟିଂ ବେଳେ ଏହି ଦୁଇ ଜଣ ଟ୍ରେନ୍ ଭିତରେ ପଶି ଟ୍ରେନ୍ ଚେନ୍ ଟାଣିଥିବା କାରଣରୁ ତାଙ୍କ ଉପରେ ଜରିମାନା କରାଯାଇଛି।
ଅଭିଯୋଗ ରହିଛି ଯେ ୧୯୯୭ ମସିହାରେ କରିଶ୍ମା…