ନିର୍ବାଚନ ଜିତିବା ପରେ ଛୁଟି କଟାଇବାକୁ ବାହାରିଲେ ସନ୍ନି, ଲୋକେ କହିଲେ
ନୂଆଦିଲ୍ଲୀ() ନିର୍ବାଚନ ଜିତିବା ପରେ ସନ୍ନି ଦେଓଲ ଗୁରୁଦାସପୁରକୁ ଯାଇ ନ ଥିବାରୁ ଲୋକେ ଅଭିଯୋଗ ଆଣିଛନ୍ତି । ଖାସ୍ କରି ତାଙ୍କର ବୁଲିବାର ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ଲୋକେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ।କିଛି ଲୋକ କହିଛନ୍ତି ଜିତିବା ପରେ ବୁଲିବା ପରିବର୍ତ୍ତେ ସମାଜ ପାଇଁ…