କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସନ୍ନି ଦେଓଲ
ଚଣ୍ଡୀଗଡ() ଶୁକ୍ରବାର ଦିନ ପଞ୍ଜାବରେ ସତ୍ତାରୁଢ ଥିବା କଂଗ୍ରେସ ସରକାର ଦ୍ୱାରା ସରକାରୀ ମେସିନାରୀର ଦୂରୁପଯୋଗ ଆଶଙ୍କାରେ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତା ତଥା ବିଜେପି ପ୍ରାର୍ଥୀ ସନ୍ନି ଦେଓଲ । ଗୁର୍ଦାସପୁରକୁ ଅତି ସମ୍ବେଦନଶୀଳ ନିର୍ବାଚନ…