ସନ୍ନିଙ୍କୁ ଇସିଙ୍କ ନୋଟିସ
ନୂଆଦିଲ୍ଲୀ() ଅଭିନୟରୁ ରାଜନୀତିକୁ ଆସି ବିଜେପି ଟିକେଟ୍ରୁ ସାଂସଦ ହୋଇଥିବା ସନ୍ନି ଦେଓଲଙ୍କ ପାଇଁ ଅଡ଼ୁଆ ହୋଇଛି ନିର୍ବାଚନୀ ଖର୍ଚ୍ଚ। ନିର୍ବାଚନ କମିଶନ ଲୋକସଭା ପ୍ରାର୍ଥୀଙ୍କ ଉପରେ ସମୁଦାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ସୀମା ରଖିଥିଲେ। ତେବେ ବର୍ତ୍ତମାନ ସନ୍ନି ଦିଓଲ ନିର୍ବାଚନୀ…