ନିର୍ଭୟା ମାମଲା : ରିଭ୍ୟୁ ପିଟିସନ ଖାରଜ
ନୂଆଦିଲ୍ଲୀ () ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ଅଯକ୍ଷ ସିଂହ କରଥିବା ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ ରାୟ ଶୁଣାଣି ପାଇଁ ତିନି ଜଣିଆ ନୂଆ ଖଣ୍ଡପୀଠ ଗଠନ କରିଥିଲେ। ଯେଉଁଥିରୁ ସେ ନିଜକୁ ଅଲଗା କରି ଦେଇଥିଲେ।…
