କୃଷି ବିଭାଗର ସ୍ୱତନ୍ତ୍ର ସଚିବ ହେଲେ ସୁରେଶ
ଭୁବନେଶ୍ୱର () ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ଏହି ପଦରେ ପ୍ରମୋଦ କୁମାର ମେହେର୍ଦ୍ଦା ଅଛନ୍ତି। ୧୯୯୮ ବ୍ୟାଚ୍ର ଆଇଏଏସ୍ ଅଫିସର ହେଉଛନ୍ତି ସୁରେଶ ।
ସେହିପରି ୨୦୦୮ ବ୍ୟାଚ୍ର ଆଇଏଏସ୍ ଅଫିସର୍ ଗୁହା…