Odia News Portal
Browsing Tag

surjya narayan patra

ବିଧାନସଭା କମିଟି ବୈଠକ ବାତିଲ

ଭୁବନେଶ୍ୱର() ବିଧାନସଭାରେ ଜୁଲାଇ ମାସରେ ହେବାକୁ ଥିବା ସମସ୍ତ କମିଟି ବୈଠକକୁ ବାତିଲ କରି ଦିଆଯାଇଛି । ଏସମ୍ପର୍କରେ ବିଧାନସଭାର ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି , କରୋନା ସ୍ଥିତିକୁ ଦେଖି କମିଟି ବୈଠକ ବାତିଲ କରିବା ପାଇଁ ନିଷ୍ପତି ନିଆଯାଇଛି ।…

କାହିଁକି ବାଚସ୍ପତି ମାଗିଲେ କ୍ଷମା ଜାଣନ୍ତୁ…

ଭୁବନେଶ୍ୱର()  ବିରୋଧୀ ଦଳ ନେତାଙ୍କୁ ଭୁଲ୍ ମାଗିଲେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କହିବାକୁ ସୁଯୋଗ ଦେଇନଥିବାରୁ ସେ ଭୁଲ୍ ମାଗିଛନ୍ତି । ଗତକାଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗୃହରେ କହୁଥିବା ବେଳେ ସ୍ମିତାରାଣୀ ପ୍ରସଙ୍ଗରେ କିଛି…

୩ ଦିନରେ କ୍ୱାଟର ନ ଛାଡିଲେ କଡା ଆଭିମୁଖ୍ୟ

ଭୁବନେଶ୍ୱର() ସରକାରୀ ଘର ମାଡିବସିଥିବା ପୁର୍ବତନ ବିଧାୟକ ମାନେ ଆସନ୍ତା ୩ ଦିନ ମଧ୍ୟରେ ଘର ନଛାଡିଲେ ବିଧାନସଭା କଡା ଆଭିମୁଖ୍ୟ ନେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ସେଥିପାଇଁ ସେ ପୂର୍ବତନ ବିଧାୟକ ମାନଙ୍କୁ ଘର ଛାଡିବା ପାଇଁ ୩ ଦିନ ସହଲତ ଦେଇଛନ୍ତି । ଏଥିରେ କିଛି…