ଅଧ୍ୟାପକ ଭୂମିକାରେ ମନ୍ତ୍ରୀ
ଭୁବନେଶ୍ବର (ଚକ୍ରଧର ମାଝି ) ସରକାରୀ କଲେଜରେ କେମିତି ଚାଲିଛି ପାଠପଢା । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ସହ ଅଧ୍ୟାପକ ଅଧ୍ୟାପିକାଙ୍କ ଉପସ୍ଥାନ, ଏଥିସହିତ କଲେଜର ବାତାବରଣ ଯାଞ୍ଚ କରିବାକୁ ଆଜି ସରପ୍ରାଇଜ ଭିଜିଟରେ ଯାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଆଜି ବଡଚଣାସ୍ଥିତ…