ଭାଷାରେ ମର୍ୟ୍ୟାଦା ରଖନ୍ତୁ କଂଗ୍ରେସ ଅଧ୍ୟକ୍ଷ: ସୁଷମା
ନିର୍ବାଚନୀ ପ୍ରଚାର ଜୋରଦାର ହେଉଥିବା ବେଳେ, ଆରୋପ ପ୍ରତ୍ୟାରୋପର ରାଜନୀତି ମଧ୍ୟ ଦେଖିବାକୁ ମିଳୁଛି । ଆଉ ଏହାରି ଭିତରେ ପୁଣି ସାମ୍ନାକୁ ଆସିଛି ରାହୁଲ-ସୁଷମା ବିବାଦ । ଆଡଭାନି ଏବଂ ମୋଦିଙ୍କୁ ନେଇ ରାହୁଲ କହିଥିବା ‘ଗୁରୁ-ଶିଷ୍ୟ’ ଉପାଖ୍ୟାନର ଜବାବ ରଖିଛନ୍ତି ସୁଷମା ସ୍ୱରାଜ ।…