ସୁଷମାଙ୍କ ଶେଷକୃତ୍ୟ
ନୂଆଦିଲ୍ଲୀ() ଆରମ୍ଭ ହେଲା ସୁଷମାଙ୍କ ଶେଷ ଯାତ୍ରା । ମଥାରେ ନାଲି ବିନ୍ଦି, ନାଲି ଶାଢୀ, ତ୍ରିରଙ୍ଗାରେ ଢାଙ୍କି ହୋଇ ଅନ୍ତିମ ଯାତ୍ରାରେ ଯାଉଛନ୍ତି ସୁଷମା ସ୍ୱରାଜ । ବିଜେପି ମୁଖ୍ୟାଳୟରୁ ବାହାରିଲା ସୁଷମା ଶୋଭା ଯାତ୍ରା । ଲୋଧୀ ରୋଡ ସ୍ଥିତ ଶବଦାହ ଗୃହ ଅଭିମୁଖେ ସୁଷମାଙ୍କର ଶେଷ ଯାତ୍ରା…
