ବାହା ନହୋଇ ୨ ସନ୍ତାନର ମା’ ହୋଇଛନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ() ୧୯୯୪ରେ ମିସ୍ ୟୁନିଭର୍ସ ଟାଇଟଲ ଜିତିବା ପରେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ ସୁସ୍ମିତା ସେନ । ଏହାପରେ ସେ କେତେ ଗୁଡିଏ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନପସନ୍ଦର ନାୟିକା ପାଲଟି ଯାଇଥିଲେ। ୪୪ ବର୍ଷରେ ପଦାର୍ପଣ କରି ମଧ୍ୟ ଏବେ ପର୍ୟ୍ୟନ୍ତ ସେ କୁମାରୀ ହୋଇ ରହିଛନ୍ତି। ହେଲେ ଏବେ…
