ଡିପ୍ରେସନରେ ବଲିଉଡ୍ ଜଗତର ନାମିଦାମୀ ଅଭିନେତ୍ରୀ
ମୁମ୍ବାଇ() ଖାଲି ଯେ ସୁଶାନ୍ତ ନୁହେଁ ବଲିଉଡ୍ ଜଗତର ଅନେକ ନାମିଦାମୀ କଳାକାର ମଧ୍ୟ ଡିପ୍ରେସନର ଶିକାର ହୋଇଛନ୍ତି । ବିଭିନ୍ନ କାରଣରୁ ସେମାନେ ଡ୍ରିପେସନରେ ଦିନ ଅତିବାହିତ କରିଛନ୍ତି । କେତେବେଳେ କେହି ଷ୍ଟାର୍ ଭାଙ୍ଗି ପଡିଛନ୍ତି ତ ଆଉ କେହି ଏହାର ମୁକାବିଲା କରିଛନ୍ତି । ତେବେ ଏହି…