Odia News Portal
Browsing Tag

Suspend

ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ପେପର ଛଡ଼ାଇ ଚିରିବା ଘଟଣା, ସାଂସଦ ଶାନ୍ତନୁ ସେନ୍ ସସପେଣ୍ଡ

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ପେପର୍ ଛଡ଼ାଇ ଆଣି ଚିରିଥିବା ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନ୍ତୁ ସେନ୍ଙ୍କୁ ସଂସଦର ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି । ସେ ଆଉ ଏହି ଅଧିବେଶନରେ ଭାଗ ନେଇପାରିବେ ନାହିଁ । ସେନ୍ଙ୍କ ବିରୋଧରେ ଆଜି…

ନିଲମ୍ବନ ହେଲେ ବିଧାନସଭା ମେଡ଼ିକାଲ ଅଫିସର

ଭୁବନେଶ୍ୱର, () ବିଧାନସଭା ମେଡ଼ିକାଲ ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡାକ୍ତର ଲଳିତ ବେହେରାଙ୍କୁ ନିଲମ୍ବନ କରିଛନ୍ତି ସରକାର । ଏହାସହ ସେ ନିଲମ୍ବନ ଅବଧିରେ କ୍ୟାପିଟାଲ ହସ୍ପିଟାଲରେ ରିପୋର୍ଟ କରିବେ । ଲଳିତ ବିନା ଅନୁମତିରେ ଭୁବନେଶ୍ୱର ଛାଡ଼ି…