୯ ଜିଲ୍ଲାରେ ୧୦୦% ପାଇଖାନା ନିର୍ମାଣ ପୂର୍ଣ୍ଣାଙ୍ଗ
ଭୁବନେଶ୍ୱର() ରାଜ୍ୟରେ ସ୍ୱଚ୍ଛତା ଓ ପରିମଳର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଆରମ୍ଭ କରାଯାଇଥିବା ‘ସ୍ୱଚ୍ଛ ଓଡିଶା,ସୁସ୍ଥ ଓଡିଶା’ ମିଶନ କାର୍ଯ୍ୟାନ୍ତ୍ରୟନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ବର୍ତ୍ତମାନ ସୁଦ୍ଧା ୯ ଜିଲ୍ଲାରେ ୧୦୦% ପାଇଖାନା ନିର୍ମାଣ ସରିଛି ।…