Odia News Portal
Browsing Tag

swadhikar news

କରୋନା ସମୟରେ ଘରୋଇ ଉପଚାରରୁ ପାଆନ୍ତୁ ଥଣ୍ଡା, କାଶରୁ ମୁକ୍ତି

ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ଏବେ ସାଙ୍ଘାତିକ ଭାବେ ବଢ଼ିବାରେ ଲାଗିଛି । ତେବେ କରୋନା ସମୟରେ ଥଣ୍ଡା, କାଶ ଭଳି ସମସ୍ୟା ମୁଖ୍ୟତଃ ଦେଖାଦେଇ ଥାଏ। ଏପରି ପରିସ୍ଥିତିରେ, ଅଧିକାଂଶ ଲୋକ ଡାକ୍ତରଙ୍କ ପାଖକୁ ଯିବା ପସନ୍ଦ କରିନଥାନ୍ତି ଏବଂ ନିଜ ଘରେ ରଖାଯାଇଥିବା ପେନ୍ କିଲର ଖାଇ…

ସ୍ୱର୍ଗଦ୍ୱାର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କଲେ ପୂର୍ତ୍ତ ସଚିବ

ଭୁବନେଶ୍ବର: ପୂର୍ତ୍ତ ବିଭାଗ ସଚିବ କ୍ରିଷ୍ଣନ କୁମାର ଏବଂ ପୁରୀ ଜିଲ୍ଲାପାଳ ସମେତ ଅନେକ ବରିଷ୍ଠ ଅଧିକାରୀ ଆଜି ସ୍ୱର୍ଗଦ୍ୱାର ଯାଇ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି | ସ୍ୱର୍ଗଦ୍ୱାର ରୂପାନ୍ତରଣ କାର୍ଯ୍ୟ ପୂରା ହେବା ପୂର୍ବରୁ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ ହେବ ଯଥା:…

୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

* ବଜ୍ରପାତ ଓ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା | *ରାଜ୍ୟର ଦକ୍ଷିଣ, ପଶ୍ଚିମ, ଉତ୍ତର, କେନ୍ଦ୍ରୀୟ ଓଡ଼ିଶାରେ ଘୂର୍ଣ୍ଣିଝଡ଼ର ସମ୍ଭାବନା |

ବଲାଙ୍ଗୀରବାସୀଙ୍କୁ କରୋନା ପାଇଁ ସତର୍କ କରାଇଲେ ପୋଲିସ ଡ଼ିଜି ଅଭୟ

ବଲାଙ୍ଗୀର: ପୋଲିସ ଡ଼ିଜି ଅଭୟଙ୍କ ଅଭୟଙ୍କ ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତ | ଭବାନୀପାଟଣା ରିଜର୍ଭ ପୋଲିସରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ କୋଭିଡ ପରିଚାଳନା ନେଇ ସମୀକ୍ଷା କରିବା ସହ କରୋନା କଟକଣା କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଏକ ସ୍ବତନ୍ତ୍ର ହେଲିକେପ୍ଟର…

ଅକ୍ସିଜେନ୍ ଅଭାବରୁ ଚାଲିଗଲା ୨୨ ରୋଗୀଙ୍କ ଜୀବନ

ମହାରାଷ୍ଟ୍ର: ନାସିକର ଜାକିର ହୁସେନ ହସ୍ପିଟାଲରେ ବଡ ଧରଣର ଦୁର୍ଘଟଣା । ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କ ଲିକ୍ ହୋଇ ୨୨ ରୋଗୀଙ୍କ ମୃତ୍ୟୁ ।ସୂଚନା ମୁତାବକ ଅକ୍ସିଜେନ୍ ଲିକ୍ ହେବା କାରଣରୁ ସପ୍ଲାଇ ବନ୍ଦ ହୋଇଯାଇଥିଲା । ଫଳରେ ଭେଣ୍ଟିଲେଣ୍ଟରରେ ଥିବା ୨୨ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । …

ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଶୀର୍ଷରେ ରହିପାରେ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରାମିତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢ଼ୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି ବିଭିନ୍ନ ସଂସ୍ଥାର ସମୀକ୍ଷା ପରେ…

ଯାଜପୁରର ରଘୁନାଥ ମନ୍ଦିରରେ ପ୍ରଭୁ ରଘୁନାଥଙ୍କ ଜନ୍ମୋତ୍ସବ….

ଯାଜପୁର: ଐତିହର ବାର୍ତ୍ତାବହ ଯାଜପୁରର ରଘୁନାଥ ମନ୍ଦିର । ଯାଜପୁର ସହର ବୈତରଣି ନଦୀ କୂଳରେ ରଘୁନାଥ ମନ୍ଦିର ରହିଛି। ପୁରାଣ ଅନୁସାରେ ପବିତ୍ର ରାମନବମୀ ଦିନ ପ୍ରଭୁଙ୍କ ଜନ୍ମ ଦିନ ପାଳନ କରାଯାଏ । ଏହି ଦିନ ଭୋର ଚାରିଟାରେ ପୂଜକ ପ୍ରଥମେ ଠାକୁରଙ୍କୁ ସ୍ନାନ କରନ୍ତି। ଏହାପରେ ପଞ୍ଚମ…