Odia News Portal
Browsing Tag

swadhikar portal news

୯.୫ କୋଟି କୃଷକଙ୍କୁ ୧୯,୦୦୦ କୋଟି ପ୍ରଦାନ

ନୂଆଦିଲ୍ଲୀ : ଦେଶରେ ଆଜି କୃଷକ ମାନଙ୍କ ଖାତାକୁ ପିଏମ୍ କିଷାନ ଟଙ୍କା ପଠାଯାଉଛି । ଦେଶରେ ୯.୫ କୋଟି ଚାଷୀଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଯୋଜନାର ଅଷ୍ଟମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କୃଷକଙ୍କ…

ପ୍ରଶାସନ ଶୁଣିଲାନାହିଁ, ପାହାଡ଼ କାଟି ସାତ କିଲୋମିଟର ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ମାଲକାନଗିରି : ଭଲ ରାସ୍ତା ନଥିବାରୁ ଉପଯୁକ୍ତ ଚିକିତ୍ସା ସୁବିଧା ନପାଇ ବିହାର ରାଜ୍ୟ ଗେହଲୁର ଗ୍ରାମର ଦଶରଥ ମାନଝିଙ୍କ ସ୍ତ୍ରୀ ମୃତ୍ୟୁ ବରଣ କରିଥିଲେ । ଏହା ପର ଠାରୁ ମାଝି ନିଜେ ଏକୁଟିଆ ପାହାଡ଼ କାଟି ରାସ୍ତା ନିର୍ମାଣ କରି ମାଉନଟେନ ମ୍ୟାନ ଭାବେ ସମଗ୍ର ଦେଶରେ ପରିଚିତ ହୋଇଥିଲେ । …

ତାଲାବନ୍ଦରେ ଘରକୁ ଗଲା କମିସନରେଟ ପୋଲିସ

ଭୁବନେଶ୍ୱର: କମିସନରେଟ ପୋଲିସର ଭିନ୍ନ ପ୍ରୟାସ । ତାଲାବନ୍ଦ ବେଳେ ଘରକୁ ଯାଇ ଅଭିଯୋଗ ଶୁଣିଲା କମିସନରେଟ ପୁଲିସ। ଫୋନରେ ଅଭିଯୋଗ ପାଇ ଘରକୁ ଯାଇ ଏତଲା ଆଣିଲେ ନୟାପଲ୍ଲୀ ଥାନା ଅଧିକାରୀ। ୫୦୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୁଲିସ। ଆଜିଠାରୁ ସାରା ରାଜ୍ୟରେ ଲକଡାଉନ୍।…

କରୋନା ଭୟର ହୃଦୟ ବିଦାରକ ଦୃଶ୍ୟ

- ଆମ୍ବୁଲାନ୍ସ ରେ ପ୍ରସୂତି କଲେ ଯମଜ ସନ୍ତାନ - କୋଭିଡ ଟେଷ୍ଟ ହୋଇନି ବୋଲି ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ଛୁଇଁଲେନି - ହସ୍ପିଟାଲ ବାହାରେ ଆମ୍ବୁଲାନ୍ସରେ ଦୁଈ ଘଣ୍ଟା ପଡିରହିଲେ