Odia News Portal
Browsing Tag

swadhikar

ଗ୍ରାହକଙ୍କୁ ଆକର୍ଷିତ କରିପାରୁନି ଆନୁଆଲ ସେଲ୍‍ ଅଫର

ଭୁବନେଶ୍ୱର: ଆଗକୁ ପାର୍ବଣ ଋତୁ ଆସୁଥିବାରୁ ବ୍ୟବସାୟୀ ବିଶେଷକରି କପଡା ଓ ପୋଷାକ ବ୍ୟବସାୟୀମାନେ ଆନୁଆଲ ସେଲ୍‍ ଆରମ୍ଭ କରିଦେଇଛନ୍ତି । ଗ୍ରାହକଙ୍କୁ ଆକୃଷ୍ଟ କରିବାପାଇଁ ରଙ୍ଗ ବେରଙ୍ଗର ବିଜ୍ଞାପନ ଦେଉଛନ୍ତି । ହେଲେ କରୋନା ସଂକ୍ରମଣ ଓ ସରକାରୀ ଫାଇନ୍‍ ଭୟରେ ଗ୍ରାହକମାନେ ଦୋକାନଙ୍କୁ…

ହିମାଞ୍ଚଳ ପ୍ରଦେଶରେ ଭୂସ୍ଖଳନ, ମାଟି ଅତଡ଼ା ତଳେ ଫସି ରହିଛନ୍ତି ୪୦ରୁ ଅଧିକ ଲୋକ

କିନୌର: ବୁଧବାର ହିମାଚଳ ପ୍ରଦେଶର କିନୌରରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏହି ଭୟଙ୍କର ଭୂସ୍ଖଳନରେ ପ୍ରାୟ ୪୦ ଜଣ ଲୋକ ମାଟି ଅତଡା ତଳେ ଫସି ରହିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଯାତ୍ରୀବାହୀ ବସ୍ ସହ ଏକାଧିକ ଗାଡି ମାଟି ଅତଡା ତଳେ ଫସି ରହିଥିବା ଜଣାପଡ଼ିଛି। ଡେପୁଟି କମିଶନର ସାଦିକ…

ମେଡିକାଲରେ ଭର୍ତ୍ତି ହେଲେ ପ୍ରକାଶ ରାଜ

ହାଇଦ୍ରାବାଦ: ସାଉଥର ନମ୍ବର ୱାନ୍ ଖଳନାୟକ ପ୍ରକାଶ ରାଜ। ସିଙ୍ଘମ, ଘିଲ୍ଲି, ୱାଣ୍ଟେଡ, ଅନ୍ନିୟା ଏବଂ ପୋକରି ଭଳି ଫିଲ୍ମ ପାଇଁ ପ୍ରସିଦ୍ଧ ଥିବା ପ୍ରକାଶ ରାଜ ଏବେ ଗୁରୁତର ହୋଇପଡିଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଛି। ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟଲରେ…

ଚାନ୍ଦିପୁରରୁ ଦୂରଗାମୀ ସବ୍ସୋନିକ୍ କ୍ରୁଜ୍ ମିସାଇଲ ‘ଆଇଟିସିଏମ-୦୨’ର ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆଜି ଦୂରଗାମୀ ସବ୍ସୋନିକ୍ କ୍ରୁଜ୍ ମିସାଇଲ ‘ଆଇଟିସିଏମ-୦୨’ର ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ରକୁ ଆଜି ସକାଳ ୯ଟା ୫୩ ମିନିଟ୍ରେ ଉତ୍କ୍ଷେପଣ କରାଯାଇଛି । ପରୀକ୍ଷା…

ଦ୍ୱିତୀୟ ଟେଷ୍ଟ ଖେଳିବେ ମୋଇନ ଅଲ୍ଲୀ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୧୨ ତାରିଖ ଠାରୁ ୨ୟ ଟେଷ୍ଟ ମ୍ୟାଚ ଖେଳାଯିବ । ଲଡର୍ସର ଐତିହାସିକ ପଡ଼ିଆରେ ଏହି ମୁକାବିଲା ହେବ । ନଟିଂହାମ୍ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ବର୍ଷା ଯୋଗୁଁ ଡ୍ର ହୋଇଛି । ୫ ମ୍ୟାଚ୍ର ଟେଷ୍ଟ ଏବେ ୦-୦ସ୍ଥିତିରେ ରହିଛି । ଭାରତ ଲଡର୍ସରେ…

୫୦ ପ୍ରତିଶତ ସଂରକ୍ଷଣ ହଟାଇବାକୁ ବିଜେଡିର ଦାବି

ନୂଆଦିଲ୍ଲୀ: ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ତାଲିକା ପ୍ରସ୍ତୁତ କରିବାର ଅଧିକାର ରାଜ୍ୟକୁ ପ୍ରଦାନ କରୁଥିବା ସାମ୍ବିଧାନିକ ସଂଶୋଧନ ବିଧେୟକ ମଙ୍ଗଳବାର ଲୋକସଭାରେ ଗୃହୀତ ହୋଇଛି । ଏବେ ଏହାକୁ ରାଜ୍ୟସଭାରେ ଆଗତ କରାଯିବ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନର ରୂପ ନେବ । ଏହି ବିଧେୟକକୁ…

ସିବିଏସଇ ଢ଼ାଞ୍ଚାରେ ଓଡ଼ିଶାରେ ହେବ ନବମ ଓ ଦଶମ ପରୀକ୍ଷା

ଭୁବନେଶ୍ୱର: ସିବିଏସଇ ଢାଞ୍ଚାରେ ଓଡ଼ିଶାରେ ହେବ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ ପରୀକ୍ଷା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷାବର୍ଷରେ ଦୁଇଟି ଟର୍ମରେ ପରୀକ୍ଷା ହେବ । ସେହିପରି ନବମ ଶ୍ରେଣୀ ପରୀକ୍ଷା ପାଇଁ ବି ନୂଆ ସର୍କୁରାଲ ଜାରି ହୋଇଛି ।ମାଧ୍ୟମିକ…

ମାର୍ଚ୍ଚରେ ପଞ୍ଚାୟତ, ଜୁଲାଇରେ ପୌର ନିର୍ବାଚନ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ୨୦୨୨ ମାର୍ଚ୍ଚରେ ପଞ୍ଚାୟତ ନିର୍ବାଚନ ହେବା ପ୍ରାୟତଃ ନିଶ୍ଚିତ ବୋଲି ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ…

ବିରେନ୍ଦ୍ର ଓ ଅମିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଅଫର

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଦମଦାର ପ୍ରଦାଁନ କରି ୪୧ ବର୍ଷ ପରେ ପଦକ ଜିତିଛି । ଯାହାକି ସାରା ଦେଶବାସୀଙ୍କୁ ବେଶ ଉତ୍ସାହିତ କରିଛି । ତେବେ ଭାରତୀୟ ହକି ଦଳରେ ଦୁଇଜଣ ଓଡ଼ିଆ ହକି ଖେଳାଳୀ ଅଛନ୍ତି । ତେବେ ପୁରୁଷ ହକି ଦଳର ଦୁଇ ଖେଳାଳୀ ବିରେନ୍ଦ୍ର ଲାକ୍ରା ଓ…

ଘାଟି ତଳକୁ ଖସି ପଡ଼ିଲା ଟ୍ରକ, ୨ମୃତ

ମୟୂରଭଞ୍ଜ: ଘାଟିରୁ ଶହେ ଫୁଟ ତଳକୁ ଖସିଲା ଟ୍ରକ୍। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପିଆଜ ବୋଝେଇ ଟ୍ରକ । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ନାସିକରୁ ପିଆଜ ଆଣି ପଶ୍ଚିମବଙ୍ଗ ଯାଉଥିବାବେଳେ ଘାଟିରୁ ଭାରସାମ୍ୟ ହରାଇ…