Odia News Portal
Browsing Tag

swadhikar

ପୁଣି ଚର୍ଚ୍ଚାରେ ଗମ୍ଭୀର

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ରହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର । ବେଆଇନ ଭାବେ କୋଭିଡ-୧୯ ଔଷଧ ଫ୍ୟାବିଫ୍ଲୁ କିଣିବା, ଷ୍ଟକ ରଖିବା ଓ ବାଣ୍ଟିବା ମାମଲାରେ ଗୌତମ ଗମ୍ଭୀର ଫାଉଣ୍ଡେସନ ଦୋଷୀ ! ଏଭଳି ମାମଲାର ପୁରା ଯାଂଚ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍…

ଡାକ୍ତରଙ୍କ ଘରୁ ଉଦ୍ଧାର ହେଲା ଯୁବତୀଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର: ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଯୁବତୀଙ୍କ ମୃତଦେହ । ଭୁବନେଶ୍ୱର ଭୀମଟାଙ୍କୀ ଅଞ୍ଚଳରୁ ଉଦ୍ଧାର ହୋଇଛି ମୃତଦେହ । ମୃତ ଯୁବତୀଙ୍କ ନାମ ହେଲା ମାମାଲି ଜେନା । ସେ ଡାକ୍ତରଙ୍କ ଘରେ କାମ କରୁଥିବା ସୂଚନା ମିଳିଛି । ତେବେ ପ୍ରେମଜନୀିତ କାରଣରୁ ହତ୍ୟା କରାଯାଇଥିବା ଅଭିଯୋଗ…

ବାତ୍ୟା ପ୍ରଭାବିତଙ୍କୁ ସହଯୋଗର ହାତ ବଢ଼ାଇଲା ‘ଦି ହ୍ୟୁମାନିଟି ଏକ୍ସପ୍ରେସ୍ ଫାଉଣ୍ଡେସନ’

ବାଲେଶ୍ୱର: ଚାଲିଯାଇଛି ବାତ୍ୟା ୟାଶ୍ । ହେଲେ ଛାଡ଼ି ଚାଲିଯାଇଛି ଚିହ୍ନ । ଲୋକେ ଘରଦ୍ୱାର ହରାଇବା ସହ ବହୁ ସମ୍ପତି ହରାଇଛନ୍ତି । ତେବେ ଏଭଳିସ୍ଥଳରେ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛି ‘ଦି ହ୍ୟୁମାନିଟି ଏକ୍ସପ୍ରେସ୍ ଫାଉଣ୍ଡେସନ’ । ବାଲେଶ୍ୱର ସଦର ପାରିକ ପଞ୍ଚାୟତର ଗୋକୁଳଳପୁର ବତିଶିମାଣିଆର…

ବୁଲା ପଶୁଙ୍କ ଲାଗି ୬୭ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲାଗି ରହିଛି ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ । ତେବେ ଏଭଳି ସ୍ଥଳେ ବୁଲା ପଶୁଙ୍କ ଲାଗି ଦରଦୀ ବନ୍ଧୁ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଣିଷଙ୍କ ଭଳି ପଶୁଙ୍କ ଦୁଃଖ ସୁଖ ମଧ୍ୟ ବୁଝିଛନ୍ତି ସେ । ଏହି କରୋନା କାଳରେ ବୁଲା ପଶୁଙ୍କ ଲାଗି ୬୭ ଲକ୍ଷ ୫୦ ହଜାର ଟଙ୍କା…

ଇନ୍ଦ୍ରମଣୀ ତ୍ରିପାଠୀ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର: ଇନ୍ଦ୍ରମଣୀ ତ୍ରିପାଠୀ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନୂଆ ନିର୍ଦ୍ଦେଶକ । ଏହି ଅବସରରେ ବିଭାଗର କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଦାୟିତ୍ୱ ଗ୍ରହଣ ପରେ ବିଭାଗୀୟ ଅଧିକାରୀଙ୍କ ସହ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଆଲୋଚନା କରିଛନ୍ତି ।…

ନଜର ପକାନ୍ତୁ ଆଜି କେଉଁଠି କେତେ ରହିଛି ପେଟ୍ରୋଲ୍ ରେଟ୍‌

ଭୁବନେଶ୍ୱର: ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଦର । କେତେକ ରାଜ୍ୟରେ ୧୦୦ ପାର କରିସାରିଛି ରେଟ୍ । ତେବେ ଓଡ଼ିଶାର ମଧ୍ୟ କିଛି ସହରରେ ମଧ୍ୟ ପେଟ୍ରୋଲ ୧୦୦ ଛୁଇଁଥିଲା । ତେବେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ରେଟ୍ ୯୫ ଟଙ୍କା ୨୨ ପଇସା ରହିଛି । ସେପଟେ ମୁମ୍ବାଇରେ ଆଜି…

ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ

ଭୁବନେଶ୍ୱର: ଚାଲିଥିଲା ଚୋରା ମଦ କାରବାର । ଚଢ଼ାଉ କରିବା ଲାଗି ଯାଇଥିଲେ ଅବକାରୀ କର୍ମଚାରୀ । ଶେଷରେ ଆକ୍ରମଣର ଶିକାର ହେଲେ ଅବକାରୀ କର୍ମଚାରୀ । ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରୁ ଆସିଛି ଏଭଳି ଖବର । ଦୁର୍ବୁତ୍ତଙ୍କ ଏହି ସଂଘବଦ୍ଧ ଆକ୍ରମଣରେ ମହିଳା କର୍ମଚାରୀଙ୍କ ସହ ୫ ଆହତ…

ମନମୋହୁଛି ଶାଶ୍ୱତଙ୍କ ଦିଆସିଲି କାଠି ସାଇକେଲ

ଭୁବନେଶ୍ୱର: ଆଜି ବିଶ୍ୱ ସାଇକେଲ ଦିବସ । ସାଇକେଲ ପ୍ରେମୀଙ୍କ ଲାଗି ଦିନଟିଏ । ତେବେ ଏହି ଅବସରରେ ଦିଆସିଲି କାଠିରେ ଏକ ସାଇକେଲ ତିଆରି କରିଛନ୍ତି ପୁରୀର ଯୁବ ଚିତ୍ରଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ । ସେ ୩ ହଜାର ୬ ଶହ ୫୩ ଟି ଦିଆସିଲି କାଠିରେ ଏକ ସାଇକେଲର ସୁନ୍ଦର ପ୍ରତିକୃତି…

ଆଜି ବିଶ୍ୱ ସାଇକେଲ ଦିବସ

ଭୁବନେଶ୍ୱର: ସାଇକେଲ ପ୍ରେମୀଙ୍କ ଲାଗି ଦିନଟିଏ । ଆଜି ହେଉଛି ଜୁନ ମାସ ୩ ତାରିଖ। ଏହାକୁ ୱାର୍ଲଡ଼ ସାଇକେଲ ଡେ ଭାବେ ପାଳନ କରାଯାଏ। ସାଇକେଲ ଚଳାଇବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବା ସହ ପରିବେଶ ପ୍ରଦୂଷଣ ମଧ୍ୟ ହୋଇ ନଥାଏ। ଏଣୁ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବା ନେଇ…

କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ । ମୌସୁମୀ ଆଜି କେରଳ ଛୁଇଁବା ନେଇ ପୂର୍ବରୁ ଆକଳନ କରିଥିଲା ଆଇଏମଡି । କେରଳ ଛୁଇଁବାର ୧୦ରୁ ୧୨ ମଧ୍ୟରେ ଓଡ଼ିଶା ଛୁଇଁବ ବୋଲି ସୂଚନା ମିଳିଛି । ପ୍ରାକ୍ ମୌସୁମୀ ପ୍ରଭାବରେ ଗତକାଲି ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଥିଲା । ୨୪…