ଅଭିନେତ୍ରୀଙ୍କୁ କ୍ଷମା ମାଗିଲେ ବିଜେପି ସାଂସଦ
ମୁମ୍ବାଇ() ଅଭିନେତ୍ରୀଙ୍କୁ କ୍ଷମା ମାଗିଲେ ବିଜେପି ସାଂସଦ । ଅଭିନେତ୍ରୀ ସ୍ୱରା ଭାସ୍କର ଙ୍କୁ କ୍ଷମା ମାଗିଲେ ବିଜେପି ସାଂସଦ ଲଲ୍ଲୁ ସିଂହ।
ସୂଚନାଅନୁସାରେ, ଟ୍ୱିଟର୍ରେ ସ୍ୱରା ତାଙ୍କର ଏକ ଫଟୋ ପୋଷ୍ଟ୍ କରି ‘କହିଁ ଦୂର ଜବ୍ ଦିନ୍ ଢଲ୍ ଯାଏ’ ଲେଖିଥିଲେ। ଏହାକୁ ନେଇ ଜଣେ ବ୍ୟକ୍ତି…
