୬୫ ଘଣ୍ଟା ପରେ ୩ ବର୍ଷର ବାଳିକା ଉଦ୍ଧାର
ଇସ୍ତାନବୁଲ() କଥାରେ ଅଛି ଯାହକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଏପରି ଏକ ବିସ୍ମୟକାରୀ ଘଟଣା ତୁର୍କୀରେ ଦେଖିବାକୁ ମିଳିଛି । ତୁର୍କୀରେ ଘଟିଥିବା ଭୟଙ୍କର ଭୂକମ୍ପ ଏବଂ ସୁନାମି କାରଣରୁ ପ୍ରାୟ ୯୩ ଲୋକଙ୍କର ମୃତ୍ୟୁ ଘଟିଛି । ତେବେ ଦୀର୍ଘ ୬୫ ଘଣ୍ଟା କାଳ ମାଟି ତଳେ ରହିମଧ୍ୟ…