କୋରୋନାରୁ ସତର୍କ ରହିବା ପାଇଁ ଆଡଭାଇଜରି ଜାରି, ନିଅନ୍ତୁ ଏସବୁ ପ୍ରତିଷେଧକ …
ଭୁବନେଶ୍ୱର() ଭାରତରେ କୋରୋନା ଭାଇରସ ଚିହ୍ନଟ ହେବାପରେ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କ ରହିବା ପାଇଁ ଆଜି ଆଡଭାଇଜରି ଜାରି କରାଯାଇଛି। ଏବେ ୭୫ଟି ଦେଶରେ କୋରୋନା ଭାଇରସ୍ ଚିହ୍ନଟ ହୋଇଥିବାବେଳେ ଏଥିରେ ପୀଡ଼ିତ ହେଉଥିବା ବ୍ୟକ୍ତିଙ୍କ ଚିକିତ୍ସା ନିମନ୍ତେ କୌଣସି ଔଷଧ କିମ୍ବା ଇଞ୍ଜେକସନ୍…
