ତାମିଲନାଡୁରେ ଚାଲିଲା ଷ୍ଟାଲିନ ଯାଦୁ
ତାମିଲନାଡୁ: ତାମିଲନାଡୁରେ ଜାରି ରହିଛି ବିଧାନସଭା ଭୋଟ ଗଣତି । କିଏ ହାତେଇବ ତାମିଲନାଡୁ ଆସନ ତା ଉପରେ ରହିଛି ସମସ୍ତଙ୍କ ନଜର । ଡିଏମକେ ଓ ଏଆଇଏଡିଏମକେ ମଧ୍ୟରେ ସତ୍ତା ପାଇଁ ଚାଲିଛି ଟକ୍କର । ସୂଚନା ଅନୁଯାୟୀ, ଡିଏମକେ ଏବେ ପର୍ଯ୍ୟନ୍ତ 133ଟି ସିଟରେ ଆଗୁଆ ରହିଥିବା ବେଳେ ଏଆଇଡିଏମକେ!-->…