ଗାନ୍ଧି ପରିବାର ଉପରକୁ ସିଧାସଳଖ ଦୋଷ ଦେବା ଦୁଭାର୍ଗ୍ୟଜନକ
ଭୁବନେଶ୍ୱର() ରାଜସ୍ଥାନ ସଙ୍କଟ ପ୍ରସଙ୍ଗରେ କଂଗ୍ରେସ ହାଇକମାଣ୍ଡଙ୍କୁ ସିଧାସଳଖ ଦାୟୀ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି । ଏକ ଟିଭି ଚ୍ୟାନେଲ ବିତର୍କରେ ପ୍ରଦୀପ ହାଇକମାଣ୍ଡକୁ ଦୋଷାରୋପ କରିବା ପରେ ଏହାକୁ ନେଇ ରାଜ୍ୟ କଂଗ୍ରେସ ରାଜନୀତି ଚଳଚଞ୍ଚଳ ହୋଇ ପଡ଼ିଛି । ଗୋଟିଏ…