୮ବର୍ଷ ପରେ ଦୋଷମୁକ୍ତ ହେଲେ ତରୁଣ ତେଜପାଲ
ମୁମ୍ବାଇ: ୮ବର୍ଷ ପରେ ଦୁଷ୍କର୍ମ ମାମଲାରୁ ଦୋଷମୁକ୍ତ ହେଲେ ‘ତେହେଲ୍କା’ର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ। ‘ତେହେଲ୍କା’ର ମୁଖ୍ୟ ସମ୍ପାଦକ ତରୁଣ ତେଜ୍ପାଲଙ୍କୁ ଗୋଆର ଏକ କୋର୍ଟ ଦୋଷମୁକ୍ତ କରିଛନ୍ତି ।
ସୂଚନା ଅନୁଯାୟୀ, ୨୦୧୩ରେ ଗୋଆର ଏକ ବିଳାସମୟ ହୋଟେଲ୍ର ଲିଫ୍ଟ୍ ମଧ୍ୟରେ!-->!-->!-->…