ଜାନୁଆରୀ ୧୨ରେ ଟାଟା ଷ୍ଟିଲ ଭୁବନେଶ୍ୱର ହାଫ ମାରାଥନ କାର୍ଯ୍ୟକ୍ରମ
ଭୁବନେଶ୍ୱର() ଟାଟା ଷ୍ଟିଲ ପକ୍ଷରୁ ୨୦୨୦ ମସିହା ଜାନୁଆରୀ ୧୨ ତାରିଖରେ ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍ ମାରାଥନ୍ (ଟିଏସ୍ବିଏଚ୍ଏମ୍) ର ୫ମ ସଂସ୍କରଣ ଆୟୋଜନ କରାଯିବ । ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗରେ ଆୟୋଜିତ ହେବାକୁଥିବା ଟିଏସ୍ବିଏଚ୍ଏମ୍ ୨୦୨୦ ଏକ ସୁସ୍ଥ ଓ…