ଓଡିଶାକୁ ନିରାଶ କଲେ ଅର୍ଥକମିଶନ
ନୂଆଦିଲ୍ଲୀ() ଓଡିଶାକୁ ହତାସ କଲେ ଅର୍ଥକମିଶନ । କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶଧନ ୨୦୨୦-୨୧ ଆର୍ଥିକ ବର୍ଷରୁ ହ୍ରାସ ପାଇଛି। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଟିକସରେ ରାଜ୍ୟଗୁଡ଼ିକୁ ଦେଉଥିବା ଅଂଶଧନକୁ ୪୨ରୁ ୪୧ପ୍ରତିଶତକୁ ହ୍ରାସ କରିଛନ୍ତି।…
